Skip to main content

odiaquraan.com

About

ପ୍ରୋଗ୍ରେସିଭ୍ ଥିଙ୍କର୍ସ ଫୋରମ୍ ହେଉଛି ଏକ ଅଣ-ଲାଭକାରୀ ଶିକ୍ଷାମୂଳକ ସଂଗଠନ, ଯାହା ଓଡ଼ିଆ ଭାଷାରେ ପବିତ୍ର କୁର୍‌ଆନ୍ ଓ ପ୍ରାମାଣିକ ଇସ୍ଲାମିକ୍ ସାହିତ୍ୟର ପ୍ରଚାର ଏବଂ ପ୍ରସାର ପାଇଁ ନିରନ୍ତର କାର୍ଯ୍ୟ କରୁଛି।

ପ୍ରୋଗ୍ରେସିଭ୍ ଥିଙ୍କର୍ସ ଫୋରମ୍

ଓଡ଼ିଆ ଭାଷାରେ ଇସ୍ଲାମିକ୍ ଜ୍ଞାନର ବିଶ୍ୱସନୀୟ କେନ୍ଦ୍ର

ଆମର ଉଦ୍ଦେଶ୍ୟ ହେଉଛି ଓଡ଼ିଆ ଭାଷାଭାଷୀ ପାଠକମାନଙ୍କ ପାଇଁ ପବିତ୍ର କୁର୍‌ଆନ୍ ସଠିକ୍ ଅନୁବାଦ, ହଦିସ୍ , ତଫସୀର୍ , ଇସଲାମ୍ ର ଇତିହାସ ଏବଂ ଅନ୍ୟାନ୍ୟ ପ୍ରାମାଣିକ ଇସ୍ଲାମିକ୍ ପୁସ୍ତକକୁ ସହଜ ଓ ନିଶୁଳ୍କ ଭାବରେ ଉପଲବ୍ଧ କରାଇବା।

ଓଡ଼ିଆରେ ପବିତ୍ର କୁର୍‌ଆନ୍

ଓଡ଼ିଆରେ ପବିତ୍ର କୁର୍‌ଆନ୍

ସରଳ, ବୋଧଗମ୍ୟ ଏବଂ ପ୍ରାମାଣିକ ଓଡ଼ିଆ ଅନୁବାଦ ସହିତ ପବିତ୍ର କୁର୍‌ଆନ୍ ପଢ଼ନ୍ତୁ।

ଡିଜିଟାଲ୍ ପୁସ୍ତକାଳୟ

ଡିଜିଟାଲ୍ ପୁସ୍ତକାଳୟ

କୁର୍‌ଆନ୍ , ହଦିସ୍ , ତଫସୀର୍ , ଇସ୍ଲାମିକ୍ ଇତିହାସ ଓ ବିଭିନ୍ନ ପୁସ୍ତକକୁ ଅନଲାଇନ୍ ପଢ଼ନ୍ତୁ କିମ୍ବା PDF ଡାଉନଲୋଡ୍ କରନ୍ତୁ।

ଜ୍ଞାନର ପ୍ରସାର

ଜ୍ଞାନର ପ୍ରସାର

ଓଡ଼ିଆ ଭାଷାରେ ପ୍ରାମାଣିକ ଇସ୍ଲାମିକ୍ ଜ୍ଞାନକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ଆମର ପ୍ରମୁଖ ଲକ୍ଷ୍ୟ।

"ସର୍ବୋତ୍ତମ ମଣିଷ ସେ, ଯିଏ ନିଜେ ଜ୍ଞାନ ଅର୍ଜନ କରେ ଏବଂ ସେହି ଜ୍ଞାନକୁ ଅନ୍ୟମାନଙ୍କ ମଧ୍ୟରେ ପ୍ରସାର କରେ।"